Sunday, March 31, 2024

ଗାଁ କୁ ଆସୁଛି ଦାଦନ ର ଶବ।ଅପେକ୍ଷାରେ ପିତା ମାତା

ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ଟେମେରୀ ଗ୍ରାମର ଧନୁର୍ଜ ବଛା ବୟସ ୨୨ ର ମୃତ୍ୟୁ ଘଟିଛି।ଅଧିରାମ ପ୍ରୋସେସିଂ ମିଲ କମ୍ପାନୀ ତିରପୁର-ତାମିଲନାଡୁରେ କାମ କରୁଥିଲେ ଧନୁର୍ଜ ବଛା।ଗତ ୧୫/୦୩/୨୦୨୪ ରେ ବଏଲର ଫାଟି ଯିବାରୁ ଦୁର୍ଘଟଣା ଶିକାର ହୋଇଥିଲା ଧନୁର୍ଜ ବଛା।
ସେଠାରେ ଥିବା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ୨୮/୦୩/୨୦୨୪ ରେ ମୃତ୍ୟୁ ହୋଇଥିଲା ଧନୁର୍ଜ ବଛା ଆଜି ତାଙ୍କ ଶବ ସେଠାରୁ ଗାଁ କୁ ଆସୁଥିବା ବେଳେ ପିତା ମାତା ଅପେକ୍ଷା ରେ । ଗାଁ ରେ ଶୋକାକୁଳ ପରିବେଶ ଦେଖାଦେଇଛି

No comments:

Post a Comment

ଭାରତ ମହିଳା ବିଶ୍ବକପ ଚାଂପିଅନ୍.

*-ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍* *-ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ* *-ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ...