Wednesday, March 27, 2024
ନବର୍ଭା ଖୋଲା ଆଶ୍ରୟସ୍ଥଳୀ ରେ ଅନ୍ତେବସୀଙ୍କ ସହ ହୋଲି ଖେଳିଲେ ହେଲ୍ପିଙ୍ଗ ହେଲ୍ପ'ଲେଶ୍ ପିପୁଲ୍ ଫାଉଣ୍ଡେସନ
ନୂଆପଡ଼ ଜିଲ୍ଲା ଖଡ଼ିଆଳ ଗଡ଼ରାମୁଣ୍ଡା ଗ୍ରାମ ସ୍ଥିତ ନବପ୍ରଭା ଖୋଲା ଆଶ୍ରୟସ୍ଥଳୀରେ ହେଲ୍ପିଙ୍ଗ ଫର୍ ହେଲ୍ପଲେସ ପିପୁଲ୍ ଫାଉଣ୍ଡେସନ ତରଫରୁ ରଙ୍ଗର ପର୍ବ ହୋଲି ଖେଳିଛନ୍ତି ।ରଙ୍ଗର ପର୍ବ ହୋଲି ପର୍ବ ପାଳନ କରିଥିବା ବେଳେ ଅନ୍ତେବାସୀଙ୍କ ମୁଁହରେ ହସ ଫୁଟେଇବା ଚେଷ୍ଠା କରିଛନ୍ତି ।ଆଜି ହୋଲି ଅବସରରେ ଅନ୍ତେବାସୀ ଶିଶୁଙ୍କ ସହ ଖେଳିବା, ରଙ୍ଗ ଲଗାଇବା ଏବଂ ଉଭୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହୋଲି ପର୍ବ ପାଳନ ଅବସରରେ ଅନେକ ଉପହାର ସହ ମିଷ୍ଟାନ୍ନ ଓ ଚକଲେଟ୍ ବଣ୍ଟନ କରିଛନ୍ତି । ଆଜି ର ଏହି କାର୍ଯ୍ୟକ୍ରମରେ କୈଳାଶ ନାଗ,ରଜେଶ୍ୱରି ଦର୍ଜି, ଦାମୋଧର ବେମାଲ,ବିନ୍ଦୀଆ ଅଗ୍ରୱାଲ,ସାର୍ଥକ ମୁଣ୍ଡ, ପ୍ରତିଭା ପଟେଲ,ରାମକୃଷ୍ଣ ବେହେରା,ଦୁଃଖିଶ୍ୟମ ନାଗ ଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ହୋଲି ପର୍ବ ପାଳନ କରିଥିଲେ ।
Subscribe to:
Post Comments (Atom)
5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...
-
*-କୋରାପୁଟ: ଟ୍ରକ୍ ସହ ଧକ୍କା ପରେ ଜଳିଗଲା ବାଇକ୍; ବାପପୁଅ ମୃତ* *-ସଦର ଥାନା ପଡ଼ାଗଡ଼ ସେବାଶ୍ରମ ନିକଟ ଏନ୍ଏଚ୍ ୩୨୬ରେ ଦୁର୍ଘଟଣା* *-କାଉଡ଼ିଆଙ୍କ...
No comments:
Post a Comment