Wednesday, November 19, 2025

ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଗିରଫ.


*-କେନ୍ଦୁଝର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ସୀତାରାଣୀ ପଟ୍ଟାୟତ ଗିରଫ*
*-୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଗିରଫ କଲା ଭିଜିଲାନ୍ସ*
*-ଚମ୍ପୁଆ ଅବକାରୀ ଅଫିସର ଇନ୍‌ଚାର୍ଜ ASI ବିଜୟ ମହାନ୍ତ ମଧ୍ୟ ଗିରଫ*
*-ଲାଇସେନ୍ସପ୍ରାପ୍ତ ମଦ ଭେଣ୍ଡର ଠାରୁ ବ୍ୟବସାୟ ପାଇଁ ଲାଞ୍ଚ ନେଇ ଗିରଫ*
*-ସୁପରିଣ୍ଟେଣ୍ଡେଣ୍ଟଙ୍କ ଟେଲିଫୋନ ନିର୍ଦ୍ଦେଶରେ ASI ଟଙ୍କା ନେଲା ବେଳେ କାବୁ*
*-ଧରାପଡ଼ିବା ପରେ ସୁପରିଣ୍ଟେଣ୍ଡେଣ୍ଟଙ୍କ ୩ଟି ଘରେ, ASIଙ୍କ ୨ଟି ଘରେ ରେଡ୍‌*

Sunday, November 16, 2025

୨୦ରେ ବିହାର ଶପଥ ଗ୍ରହଣ.



*- ନଭେମ୍ବର ୨୦ରେ ବିହାରର ନୂଆ ସରକାରର ଶପଥ ଗ୍ରହଣ*
*- ପାଟନା ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଠାଯିବ ନିମନ୍ତ୍ରଣ*
*- ଏନ୍‌ଡିଏ ଶାସିତ ରାଜ୍ୟର CMମାନଙ୍କୁ ବି ନିମନ୍ତ୍ରଣ ପଠାଯିବ*
*- ପାଟନା ଗାନ୍ଧୀ ମୈଦାନକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ*
*- ୨୦ ତାରିଖ ଯାଏ ଗାନ୍ଧୀ ମୈଦାନରେ କଟକଣା*

ରାଷ୍ଟ୍ର ଶୌର୍ଯ୍ୟ ସମୃଦ୍ଧି 108 କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ର ଭୂମିପୂଜନ ଉତ୍ସବ.


ବୌଦ୍ଧ ବୁଟୁପାଲି ଠାରେ ଶାନ୍ତିକୁଞ୍ଜ ହରିଦ୍ୱାର ମାର୍ଗଦର୍ଶନରେ ଆସନ୍ତା ଡିସେମ୍ବର 25 ଠାରୁ 28ପର୍ଯ୍ୟନ୍ତ 4ଦିନ ଧରି  ରାଷ୍ଟ୍ର ସୋର୍ଯ୍ୟ ସମୃଦ୍ଧି 108କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ 

ଏହି ଯଜ୍ଞ ଆୟୋଜନ ନିମନ୍ତେ ନବ କୁଣ୍ଡିୟ ଯଜ୍ଞ ସହିତ 300ରୁ ଉର୍ଦ୍ଧ ଦେବ ଦମ୍ପତି ଙ୍କ ସମ୍ମିଳନୀ  ସହିତ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ 

ଆୟୋଜନରେ ଯଜ୍ଞ ପରିଚାଳନା କମିଟି ଓ ବୌଦ୍ଧ ଜିଲ୍ଲା ଅଖିଳ ବିଶ୍ଵ ଗାୟତ୍ରୀ ପରିବାରଙ୍କ ସହିତ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ କର୍ମକର୍ତ୍ତା ଯୋଗଦାନ 

ଭୂମି ପୂଜନ ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସ୍ୱତନ୍ତ୍ର ଅତିଥି ଭାବେ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ ଓ ସଂମ୍ମାନୀତ ଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଙ୍କ ଯୋଗଦାନ

Friday, November 14, 2025

ଜୟ ଢୋଲକିଆଙ୍କ ବଡ଼ ବିଜୟ.



*-ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆଙ୍କ ବଡ଼ ବିଜୟ*
*-୮୩ ହଜାର ୭୪୮ ଭୋଟ୍‌ରେ ଜିତିଲେ ଜୟ ଢୋଲକିଆ*
*-କଂଗ୍ରେସର ଘାସିରାମ ମାଝୀଙ୍କୁ ହରାଇଲେ ବିଜେପିର ଜୟ ଢୋଲକିଆ*
*-ତୃତୀୟ ସ୍ଥାନରେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ*

Monday, November 3, 2025

ଭାରତ ମହିଳା ବିଶ୍ବକପ ଚାଂପିଅନ୍.


*-ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍*
*-ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ*
*-ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ୫ ୱିକେଟ୍*
*-ଶେଫାଳି ବର୍ମାଙ୍କୁ ୨, ଶ୍ରୀଚରଣୀଙ୍କୁ ଗୋଟିଏ ୱିକେଟ୍*
*-ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ ଜିତିଲା ଭାରତ*
*-ଦକ୍ଷିଣ ଆଫ୍ରିକା ଆଗରେ ଥିଲା ୨୯୯ ରନର ବିଜୟ ଲକ୍ଷ୍ୟ*
*-୨୪୬ ରନରେ ସମସ୍ତ ୱିକେଟ ହରାଇଲା ଦକ୍ଷିଣ ଆଫ୍ରିକା ଟିମ୍*

Wednesday, October 15, 2025

ନାଣ୍ଡୁ ଅପରାଧୀ ଚରିତ୍ରର ବ୍ୟକ୍ତି ଭକ୍ତ ଦାସ



*-କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟମତ*
*-‘ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି’*
*-‘ସେ କଂଗ୍ରେସର ସଦସ୍ୟ ହୋଇପାରିବେ ନାହିଁ’*
*-‘ସଦସ୍ୟତା ମଗା ଯାଏ, ଛଡ଼ାଇକି ନିଆଯାଏ ନାହିଁ’*
*-‘ରାହୁଲ ଗାନ୍ଧିଙ୍କ ପାଖକୁ ଯଦି ଯାଇପାରିବେ ଯାଆନ୍ତୁ’*
*-‘ମୁଁ କଂଗ୍ରେସ ଅଧ୍ୟକ୍ଷ ଭାବେ କହୁଛି, ତାଙ୍କୁ ଗ୍ରହଣ କରାଯିବନି’*

Saturday, September 6, 2025

ଜାଣନ୍ତୁ ଚନ୍ଦ୍ର ଗ୍ରହଣ/ସୂତକ ସମୟରେ କ'ଣ କରିବେ ନାହିଁ


*- ଖାଇବା ଏବଂ ରୋଷେଇ କରିବା ନିଷେଧ*

*- ସୂତକ ଆରମ୍ଭ ହେବା ପରେ, ନୂତନ ଖାଦ୍ୟ ରନ୍ଧା ହୁଏ ନାହିଁ। ଏହା ସହିତ ପୂର୍ବରୁ ରନ୍ଧା ହୋଇଥିବା ଖାଦ୍ୟକୁ ଘୋଡାଇ ରଖିବା ଉଚିତ। ଏହି ସମୟରେ ମନ୍ଦିର ଏବଂ ଘରେ ଭଗବାନଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ଏହି ସମୟରେ ବିବାହ, ନାମକରଣ, ପୂଜା, ହୋମ ଭଳି ଶୁଭ କାର୍ଯ୍ୟ କରାଯାଏ ନାହିଁ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ। ଯାତ୍ରା ଏଡାନ୍ତୁ । ପରମ୍ପରା ଅନୁଯାୟୀ, ଗ୍ରହଣ ସମୟରେ ଯାତ୍ରାକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଆବଶ୍ୟକ ହେଲେ ଭଗବାନଙ୍କ ନାମ ନେଇ ଯାତ୍ରା ଆରମ୍ଭ କରାଯାଇପାରିବ। ଧାର୍ମିକ କାର୍ଯ୍ୟକଳାପ ବନ୍ଦ। ମନ୍ଦିରର ଦ୍ୱାର ବନ୍ଦ। ପୂଜା ଏବଂ ମୂର୍ତ୍ତି ସ୍ପର୍ଶ କରିବା ନିଷେଧ। ପରମ୍ପରା ଅନୁଯାୟୀ, ଗର୍ଭବତୀ ମହିଳାମାନେ ଗ୍ରହଣ ସମୟରେ ବାହାରକୁ ଯିବା ଉଚିତ୍ ନୁହେଁ। କଇଁଚି, ଛୁରୀ/ଧାରୁଆ ଜିନିଷ ବ୍ୟବହାର କରିବା ନିଷେଧ*

Monday, August 25, 2025

ନବୀନଙ୍କୁ ଭେଟିଲେ ସୁର.



*- ନବୀନ ନିବାସରେ ନବୀନଙ୍କୁ ଭେଟିଲେ ସୁରେଶ ରାଉତରାୟ*
*- ହସ୍ପିଟାଲରୁ ଫେରିଥିବା ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ*
*- ସାକ୍ଷାତ ପରେ କଂଗ୍ରେସ ନେତା ସୁରେଶଙ୍କ ପ୍ରତିକ୍ରିୟା*
*- ‘ଦୁଇଭାଇ ପ୍ରେମ ଓ ନବୀନଙ୍କୁ ଭେଟିଲି, ଭାରି ଖୁସି ହେଲେ’*
*- କୌଣସି ରାଜନୈତିକ ଆଲୋଚନା ହୋଇନାହିଁ: ସୁରେଶ*

ବୌଦ୍ଧ ଜିଲ୍ଲା ଡମ୍ବରୁଗାର୍ଡ ବିଟରେ ଦୁଇଦିନ ହେଲା ୮ ଟିକିଆ ହାତୀପଳ.

ବୌଦ୍ଧ ୨୬/୮ ( ପୂର୍ଣ୍ଣ ଚନ୍ଦ୍ର ମେହେର ) ଦୁଇ ଦିନ ନ ହେଲା ଗ୍ରାମନିକଟରେ ଡେରା ପକାଇ ଛନ୍ତି ୮ ଟିକିଆ ହାତୀ ପଲ, ଏପଟେ ଭୟଭୀତ ଅବସ୍ଥା ରେ ଗ୍ରାମବାସୀ ! ସୂଚନା ମତେ ବୈ ବୌଦ୍ଧ ବନ ଖଣ୍ଡ ଡମରୁଗାର୍ଡ ବିଟ ନିକଟସ୍ତ ପାହାଡ଼ ରେ ୮ ଟିକିଆ ହାତୀ ପଲ ଗତ ରବିବାର ଦିନ ସୋନପୁର ଦିଗରୁ ମହାନଦୀ ପାଟ ଚାଲି ଆସିଥିବା ଜାଣିବାକୁ ପାଇଥିଲା ବନ ବିଭାଗ ! ଏପ ପଟେ ନିକଟ ବର୍ତ୍ତୀ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନତା କରାଉଥିବା ବେଳେ ହାତୀତ ସମ୍ପୂର୍ଣ ଗର୍ତ୍ତି ଧୂ ଉପରେ ନଜର ରଖୁଛି ! ଏହି ହାତୀ ପଲରେ ୧ ଦନ୍ତା, ୪ ଟି ମାଇଁ, ୩ ଟି ଛୁଆ ହାତୀ ଥିବା ବିଭାଗ ପକ୍ଷରୁ କୁହାଯାଇଛି !
ଅନ୍ୟପଟେ ହାତୀ ଗ୍ରାମ ନିକଟବର୍ତ୍ତୀ ଥିବାରୁ ୨ ଜଣ ଚାଷୀ ଙ୍କ ଧାନ ଚାଷ ନଷ୍ଟ କରିବା ସହ ବିଭାଗ କ୍ଷୟ କ୍ଷତି ଆ ଆକଳନ କରି ଥିବା ଜଣାପଡ଼ିଛି ! ଏପଟେ ହାତୀର ଗତି ଧୂ ଉପରେ ଫୋରେଷ୍ଟର ବାପୁନି ସାହୁ ଙ୍କ ସହ, ଗାର୍ଡ ଘନଶ୍ୟାମ ମହାକୁଡ଼, ନୃସିଂହ ମହାକୁଡ଼, ସୁମନ୍ତ ନାଏକ, ପରମା ତରିଆ, କୃଷ୍ଣ ପଟ୍ଟ ନାୟକ, ଦୁଃଶାସନ ପ୍ରଧାନ, ପ୍ରମୁଖ ସାମିଲ ଥିଲେ !
PMJ NEWS ODISHA 

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...