ବୌଦ୍ଧ ବୁଟୁପାଲି ଠାରେ ଶାନ୍ତିକୁଞ୍ଜ ହରିଦ୍ୱାର ମାର୍ଗଦର୍ଶନରେ ଆସନ୍ତା ଡିସେମ୍ବର 25 ଠାରୁ 28ପର୍ଯ୍ୟନ୍ତ 4ଦିନ ଧରି ରାଷ୍ଟ୍ର ସୋର୍ଯ୍ୟ ସମୃଦ୍ଧି 108କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ
ଏହି ଯଜ୍ଞ ଆୟୋଜନ ନିମନ୍ତେ ନବ କୁଣ୍ଡିୟ ଯଜ୍ଞ ସହିତ 300ରୁ ଉର୍ଦ୍ଧ ଦେବ ଦମ୍ପତି ଙ୍କ ସମ୍ମିଳନୀ ସହିତ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ
ଆୟୋଜନରେ ଯଜ୍ଞ ପରିଚାଳନା କମିଟି ଓ ବୌଦ୍ଧ ଜିଲ୍ଲା ଅଖିଳ ବିଶ୍ଵ ଗାୟତ୍ରୀ ପରିବାରଙ୍କ ସହିତ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ କର୍ମକର୍ତ୍ତା ଯୋଗଦାନ
No comments:
Post a Comment