*-ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ*
*-ଧର୍ମେନ୍ଦ୍ରଙ୍କ ପରଲୋକ ନେଇ ANI ପକ୍ଷରୁ ସୂଚନା*
*-୮୯ ବର୍ଷ ବୟସରେ ମୁମ୍ବାଇ ଘରେ ଆଖି ବୁଜିଲେ ଧର୍ମେନ୍ଦ୍ର*
*-୬ ଦଶନ୍ଧିର ଫିଲ୍ମ କ୍ୟାରିଅର, ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ଅଭିନୟ*
*-ହିନ୍ଦୀ ସିନେମାର ହି-ମ୍ୟାନ୍ ଭାବେ ପରିଚିତ*
*-ସୋଲେ, ଚୁପ୍କେ ଚୁପ୍କେ, ସତ୍ୟକାମ, ଗୁଲାମୀ ଭଳି ଫିଲ୍ମରେ କରି ଥିଲେ ଅଭିନୟ*