PMJ NEWS ODISHA
Monday, August 25, 2025
ବୌଦ୍ଧ ଜିଲ୍ଲା ଡମ୍ବରୁଗାର୍ଡ ବିଟରେ ଦୁଇଦିନ ହେଲା ୮ ଟିକିଆ ହାତୀପଳ.
ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ବିୟୋଗରେ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଶୋକସଭା ଅନୁଷ୍ଠିତ.
*କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳିର ପୁର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ବିୟୋଗ*
*ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ*
*ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ଶୋକସଭା*
*ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସମତେ ଅନ୍ୟମାନେ ଦେଲେ ଶ୍ରଦ୍ଧାଞ୍ଜଳି*
ଚାଷୀ ପଞ୍ଜୀକରଣରେ ରେକର୍ଡ: ଯୋଗାଣ ମନ୍ତ୍ରୀ
*-ଚାଷୀ ପଞ୍ଜୀକରଣରେ ଓଡ଼ିଶା କଲା ସର୍ବକାଳୀନ ରେକର୍ଡ*
*-ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା*
*-ଏବେ ସୁଦ୍ଧା ୧୮ ଲକ୍ଷ ୫୦ ହଜାର ୯୮୩ ଚାଷୀ କରିଛନ୍ତି ପଞ୍ଜୀକରଣ*
*-ଆଜି ରାତି ୧୨ଟା ପର୍ଯ୍ୟନ୍ତ ରହିଛି ଚାଷୀ ପଞ୍ଜୀକରଣ ଅବଧି*
*-ଗତବର୍ଷ ୧୭ ଲକ୍ଷ ୫୦ ହଜାର ୪୬୨ ଚାଷୀ ପଞ୍ଜୀକରଣ କରିଥିଲେ*
*-ମିଡ୍ଲି ମ୍ୟାନ୍ ଫାଇଦା ନ ନେବାକୁ ଏ ବର୍ଷ E-KYC*
*-ସମସ୍ୟା ଉପୁଜିବାରୁ ସେଲ୍ଫ ଡିକ୍ଲାରେସନ୍ ବ୍ୟବସ୍ଥା କରିଛୁ*
*-ଯେଉଁଥି ପାଇଁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି: ମନ୍ତ୍ରୀ*
ଗୃହରକ୍ଷୀ ମହାସଂଘର ପୂର୍ବତନ ସଭାପତି ଗିରଫ.
*-କଟକ: ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ପୂର୍ବତନ ସଭାପତି ରଞ୍ଜନ ମଲ୍ଲିକ ଗିରଫ*
*-ଯାଜପୁର ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କଲା ମଧୁପାଟଣା ପୋଲିସ୍*
*-ରଞ୍ଜନଙ୍କ ନାଁରେ ୨୪ ଲକ୍ଷ ଟଙ୍କା ଆତ୍ମସାତ କରିଥିବାର ଗୁରୁତର ଅଭିଯୋଗ*
*-ମଧୁପାଟଣା ଥାନାରେ ଗୃହରକ୍ଷୀ କର୍ମକର୍ତ୍ତାଙ୍କୁ ଧମକ ଦେବାର ବି ଅଭିଯୋଗ*
*-ସୋସିଆଲ୍ ମିଡ଼ିଆରେ ଆତ୍ମାହୁତି ଧମକ ଦେଇ ଚର୍ଚ୍ଚାରେ ଥିଲେ ରଞ୍ଜନ ମଲ୍ଲିକ*
Sunday, August 24, 2025
ଡମ୍ବରୁଗଡ ଜଙ୍ଗଲରେ 8 ଟିକିଆ ଜଙ୍ଗଲୀ ହାତୀପଲ* *ଘୌଡାଇବାକୁ ବନ ବିଭାଗର ଉଦ୍ୟମ
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ
ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି
ହାତୀ ପଲ ଡମ୍ବରୁ ଗଡ ନିକଟରେ ଥିବା ପାର୍କ ପାଖରେ ରହିଛନ୍ତି
Subscribe to:
Comments (Atom)
5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...
-
*-କୋରାପୁଟ: ଟ୍ରକ୍ ସହ ଧକ୍କା ପରେ ଜଳିଗଲା ବାଇକ୍; ବାପପୁଅ ମୃତ* *-ସଦର ଥାନା ପଡ଼ାଗଡ଼ ସେବାଶ୍ରମ ନିକଟ ଏନ୍ଏଚ୍ ୩୨୬ରେ ଦୁର୍ଘଟଣା* *-କାଉଡ଼ିଆଙ୍କ...