Monday, August 25, 2025

ଚାଷୀ ପଞ୍ଜୀକରଣରେ ରେକର୍ଡ: ଯୋଗାଣ ମନ୍ତ୍ରୀ



*-ଚାଷୀ ପଞ୍ଜୀକରଣରେ ଓଡ଼ିଶା କଲା ସର୍ବକାଳୀନ ରେକର୍ଡ*
*-ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା*
*-ଏବେ ସୁଦ୍ଧା ୧୮ ଲକ୍ଷ ୫୦ ହଜାର ୯୮୩ ଚାଷୀ କରିଛନ୍ତି ପଞ୍ଜୀକରଣ*
*-ଆଜି ରାତି ୧୨ଟା ପର୍ଯ୍ୟନ୍ତ ରହିଛି ଚାଷୀ ପଞ୍ଜୀକରଣ ଅବଧି*
*-ଗତବର୍ଷ ୧୭ ଲକ୍ଷ ୫୦ ହଜାର ୪୬୨ ଚାଷୀ ପଞ୍ଜୀକରଣ କରିଥିଲେ*
*-ମିଡ୍‌ଲି ମ୍ୟାନ୍ ଫାଇଦା ନ ନେବାକୁ ଏ ବର୍ଷ E-KYC*
*-ସମସ୍ୟା ଉପୁଜିବାରୁ ସେଲ୍‌ଫ ଡିକ୍ଲାରେସନ୍ ବ୍ୟବସ୍ଥା କରିଛୁ*
*-ଯେଉଁଥି ପାଇଁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି: ମନ୍ତ୍ରୀ*

No comments:

Post a Comment

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...