Wednesday, August 13, 2025

OTET କେଳେଙ୍କାରୀ ଗୁମର ଖୋଲିଲା.



*-OTET ପ୍ରଶ୍ନପତ୍ର ଲିକ୍‌ ମାମଲା; ମାନିଲେ ଜିତନ ମହାରଣା, ବିଜୟ ମିଶ୍ର*
*-ରିମାଣ୍ଡରେ ଆସିଥିବା ଜିତନ ମହାରଣା ଓ ବିଜୟ ମିଶ୍ର ମାନିଲେ*
*-ଡ୍ରାଇଭର ଜରିଆରେ କଟକରୁ ନୟାଗଡ଼କୁ ପେନ୍‌ଡ୍ରାଇଭରେ ପ୍ରଶ୍ନପତ୍ର ନେଇଥିଲେ*
*-ସେଠାରେ ବିଜୟ ମିଶ୍ରଙ୍କ ଭାଇକୁ ଦିଆଯାଇଥିଲା ପେନ୍‌ଡ୍ରାଇଭ ସହ ହାର୍ଡକପି*
*-ପରେ ଏହା ରାୟଗଡ଼ା ଅମ୍ବାଦଳାକୁ ନେଇ ପ୍ରଶ୍ନପ୍ରତ୍ର ହାତରେ ଲେଖାଯାଇଥିଲା*
*-କିପରି ପ୍ରଘଟ ଜଣା ନ ପଡ଼ିବ ଏଥିପାଇଁ ହାତରେ ଲେଖିଥିଲେ ପ୍ରଶ୍ନପତ୍ର*
*-ବିଜୟ ମିଶ୍ରଙ୍କ ଡ୍ରାଇଭର ସହ ତାଙ୍କ ଭାଇକୁ ମଧ୍ୟ ପଚରାଉଚରା ଜାରି*
*-ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିଥିବା ନେଇ କ୍ରାଇମବ୍ରାଞ୍ଚ୍‌ର ସୂଚନା*

୭ଟି ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ.



*-୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ଅନୁମୋଦନ*
*-କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ*
*-ସଂଗ୍ରାହଳୟଗୁଡ଼ିକର ସୁପରିଚାଳନା ପାଇଁ ହେବ ନିwjର୍ଦ୍ଦେଶାଳୟ*
*-ସମବାୟ ବିଭାଗ ପକ୍ଷରୁ ୩୮ଟି ମଣ୍ଡିକୁ ମଡେଲ ମଣ୍ଡି କରାଯିବ*
*-ଆଉ ୮ଟି ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ହେବ*
*-ଓଡ଼ିଶା ନର୍ସିଂ ଏଜୁକେସନ ସର୍ଭିସ୍‌ ରୁଲ୍‌ ୨୦୨୫କୁ ମଧ୍ୟ ମଞ୍ଜୁରୀ😃😃😃😃🩷🩷🩵🩷💜
*-ସମ୍ବଲପୁରରେ ୨୪ ଘଣ୍ଟିଆ ପାଣି ପ୍ରକଳ୍ପକୁ ଅନୁମୋଦନ*
*-୧୧୦ଟି ସହରା6fଞ୍ଚଳରେ LED ସାର୍ବଜନୀନ ଷ୍ଟ୍ରିଟ୍‌ ଲାଇଟକୁ ମଞ୍ଜୁàdରୀ*
*-LED ସାର୍ବଜନୀନ ଷ୍ଟ୍ରିଟ୍‌ ଲାଇଟ ପାଇଁ ବ୍ୟୟ ହେବ ୩୫୦.୦୪ କୋଟି*
*-ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଶ୍ବସ୍ତରୀୟ MRO ସୁବିଧାକୁ ଅନୁମୋଦନ*

Sunday, August 10, 2025

ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ



*- ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ*
*- ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ନେଇ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ସୂଚନା*
*- ମୃତ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଛି: ଏସ୍‌ପି*
*- ‘ଘଟଣାର କିଛି ସମୟ ପୂର୍ବରୁ ଯୁବତୀଙ୍କ ସହ କଥା ହୋଇଥିଲେ ପ୍ରମୋଦ’* 
*- ‘ଜୁଲାଇ ୧୭ରେ ଅଶ୍ଳୀଳ ଭିଡିଓ ଯୁବତୀଙ୍କ ବାପାଙ୍କ ପାଖକୁ ପଠାଇଥିଲେ’*
*- ‘ଆଉ ୨ ଜଣଙ୍କ ମୋବାଇଲକୁ ମଧ୍ୟ ଭାଇରାଲ୍ ଉଦ୍ଦେଶ୍ୟରେ ପଠାଇଥିଲେ’*
*- ‘କାଠିଆପଡ଼ାରେ ଲାଗିଥିବା ସିସିଟିଭିରୁ ଆଉ କିଛି ତଥ୍ୟ ହସ୍ତଗତ ହୋଇଛି’*
*- ‘ମୃତ ଯୁବତୀଙ୍କ ବାପା ଘରୁ ଯିବା ଓ ଫେରିବାର ଦୃଶ୍ୟ ହସ୍ତଗତ ହୋଇଛି’*
*- ‘ସେହିଦିନ ୧୧ଟା ୪୦ ବେଳେ ଗାଁ ଲୋକଙ୍କ ଧାଁ ଦୌଡ଼ ସାମ୍ନାକୁ ଆସିଛି’*

Saturday, August 9, 2025

ତାଲିକା ଦିଲ୍ଲୀରେ ହୁଏନି ଓଡ଼ିଶାରେ ହୁଏ.



*-୧୫ କିମ୍ବା ୨୦ ତାରିଖ ପରେ ନିଗମ, ବୋର୍ଡ ଓ କମିଟି ହୋଇପାରେ*
*-ଦିଲ୍ଲୀରୁ ଫେରି ପ୍ରତିକ୍ରିୟା ରଖିଲେ ବିଜେପି ସଭାପତି ମନମୋହନ ସାମଲ*
*-ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ*
*-ତାଲିକା ଦିଲ୍ଲୀରେ ହୁଏନି ଓଡ଼ିଶାରେ ହୁଏ କହିଲେ ମନମୋହନ*
*-ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ସହ ବୈଠକ ହୋଇଛି*
*-ଦଳୀୟ ନେତାଙ୍କ ସହ ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ*

Thursday, August 7, 2025

ଗଞ୍ଜାମ ନାବାଳିକାକୁ ମୁମ୍ବାଇରେ ଦୁଷ୍କର୍ମ.



*- ୧୪ବର୍ଷ ହେବ ପରିବାର ସହ ମୁମ୍ବାଇରେ ରହୁଥିଲେ ପୀଡ଼ିତା*
*- ମାର୍ଚ୍ଚରେ ଘରକୁ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଯୁବକ*
*- ନାବାଳିକା ଗର୍ଭବତୀ ହେବା ପରେ ଜାଣିଥିଲେ ପରିବାର ଲୋକେ*
*- ଗର୍ଭପାତ ପାଇଁ ନାବାଳିକାଙ୍କୁ ଔଷଧ ଦେଇ ଧମକାଉଥିଲେ ଯୁବକ*

ଓଲଟିଲା ଯାତ୍ରୀବାହୀ ବସ୍, ୧୦ରୁ ଅଧିକ ଆହତ.



*- ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍*
*- ଢେଙ୍କାନାଳ ତୁମୁସିଙ୍ଗା ଥାନା କନ୍ତିଓପୁଟସାହିରେ ଦୁର୍ଘଟଣା*
*- ରାସ୍ତାକାମ ଚାଲିଥିବାରୁ ମାଟି ଧସିଯିବାରୁ ଦୁର୍ଘଟଣା*
*- ସାଆନ୍ଦାରୁ ଢେଙ୍କାନାଳ ଯିବାବେଳେ ଦୁର୍ଘଟଣା*
*- ବସ୍‌ରେ ଥିଲେ ୩୦ରୁ ଅଧିକ ଯାତ୍ରୀ*

କାହା ଚାପରେ ହଠାତ୍ କାହିଁକି ହଟିଲେ CAWର IG ସାଇନି

କାହା ଚାପରେ ହଠାତ୍ କାହିଁକି ହଟିଲେ CAWର IG ସାଇନି ଏବେ ତଦନ୍ତ ନୀରିକ୍ଷଣ କରିବେ କ୍ରାଇମବ୍ରାଞ୍ଚ୍ ସପ ବହୁ ଚର୍ଚ୍ଚିତ ବାଲେଶ୍ବର FM ଛାତ୍ରୀ ଆତ୍ମାହୁତି ମାମଲାର ତଦନ୍ତରୁ ହଟିଲେ CAWର IG ଏସ୍. ସାଇନି, ସୂଚନା ଅନୁଯାୟୀ କ୍ରାଇମବ୍ରାଞ୍ଚ DGଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି, ଏବେ ତଦନ୍ତର ନୀରିକ୍ଷଣ କରିବେ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟ, ମାମଲାର ତଦନ୍ତକାରୀ ଅଧିକାରୀ ଇମନ କଲ୍ୟାଣ ନାୟକ ଏହି ଘଟଣାର ସମସ୍ତ ଅନୁସନ୍ଧାନ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟଙ୍କ ନିର୍ଦ୍ଦେଶ ଅନୁସାରେ କରିବେ ବୋଲି ଜଣାପଡ଼ିଛି, ତେବେ ବଡ଼ କଥା ହେଉଛି ଗତମାସରେ IG ସାଇନି ନିରପେକ୍ଷ ତଦନ୍ତ ହେବା ନେଇ ଦମ୍ଭୋକ୍ତି ପ୍ରକାଶ କରିଥିଲା ବେଳେ ଏବେ ମାମଲାରୁ ଅପସାରଣ ହେବା ଚର୍ଚ୍ଚାର ବିଷୟ ପାଲଟିଛି*

ହାଣିଦେଲା ଫୁଡ ଡେଲିଭରି ବୟ.



*-ଭୁବନେଶ୍ବର: ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲା ଫୁଡ୍‌ ଡେଲିଭରି ବୟ*
*-ଫୁଡ୍‌ ଡେଲିଭରି ବିଳମ୍ବ ହେବାରୁ ବଚସାରୁ ଆକ୍ରମଣ ଅଭିଯୋଗ*
*-ଭରତପୁର ଥାନା ଶାମପୁର ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ*
*-ମହିଳାଙ୍କ ମୁଣ୍ଡ, ବେକ, ହାତରେ ଆଘାତ; ମେଡିକାଲ୍‌ରେ ଭର୍ତ୍ତି*
*-ଫୁଡ୍‌ ଡେଲିଭରି ବୟକୁ ଅଟକ ରଖି ପୋଲିସର ପଚରାଉଚରା*

ଯୁବକଙ୍କୁ ଥାର୍ଡ ଡିଗ୍ରୀ ୩ ପୋଲିସ ବାବୁ ସସ୍‌ପେଣ୍ଡ.



*-ଯାଜପୁର: ବାଲିଚନ୍ଦ୍ରପୁର ଥାନା ହାଜତରେ ଯୁବକଙ୍କୁ ନିର୍ଯାତନା ଘଟଣା*
*-୩ ଜଣ ପୋଲିସ ବାବୁଙ୍କୁ ସସ୍‌ପେଣ୍ଡ କଲେ ଯାଜପୁର ଏସ୍‌ପି*
*-ବାଲିଚନ୍ଦ୍ରପୁର ଥାନାର SI, ASI ଓ ଜଣେ କନେଷ୍ଟବଳ ନିଲମ୍ବିତ*

Wednesday, August 6, 2025

ଜଳ ସଂପଦ ବିଭାଗରେ ଭିଜନ ୨୦୩୬ ଓ ୨୦୪୭.



*-ଜଳ ସଂପଦ ବିଭାଗର କାର୍ଯ୍ୟକାରିତା ଅଗ୍ରଗତି ନେଇ ସମୀକ୍ଷା*
*-ବୃହତ ଏବଂ ଅଗ୍ରାଧିକାର ପ୍ରକଳ୍ପ ସମାପ୍ତ କରିବାକୁ ପରାମର୍ଶ*
*-ଯୋଜନା, ଅନୁମୋଦନ ଏବଂ ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ*
*-ଆଗାମୀ ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ*
*-ପ୍ରକଳ୍ପ ଶେଷ କରିବାକୁ ପରାମର୍ଶ ଦେଲେ ଉନ୍ନୟନ କମିସନର*

ଥାନାରେ ନିସ୍ତୁକ ମାଡ଼ ଯୋଗୁଁ ଯୁବକ ବିଷ ପିଇ ଦେଇଥିବା ସାଙ୍ଘାତିକ ଅଭିଯୋଗ.


*ଯାଜପୁର ବାଲିଚନ୍ଦ୍ରପୁର ଥାନା ହାଜତରେ ଯୁବକଙ୍କୁ ନିର୍ଯାତନା ଅଭିଯୋଗ ।ଥାନାରେ ନିସ୍ତୁକ ମାଡ଼ ଯୋଗୁଁ ଯୁବକ ବିଷ ପିଇ ଦେଇଥିବା ସାଙ୍ଘାତିକ ଅଭିଯୋଗ । ପୋଲିସ ଯୁବକଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କରିଥିବା ସମ୍ପର୍କୀୟଙ୍କ ଅଭିଯୋଗ । ଏବେ କଟକ ବଡ଼ ମେଡିକାଲରେ ଯୁବକ ଚିକିତ୍ସାଧୀନ ।*

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...