Thursday, August 7, 2025

କାହା ଚାପରେ ହଠାତ୍ କାହିଁକି ହଟିଲେ CAWର IG ସାଇନି

କାହା ଚାପରେ ହଠାତ୍ କାହିଁକି ହଟିଲେ CAWର IG ସାଇନି ଏବେ ତଦନ୍ତ ନୀରିକ୍ଷଣ କରିବେ କ୍ରାଇମବ୍ରାଞ୍ଚ୍ ସପ ବହୁ ଚର୍ଚ୍ଚିତ ବାଲେଶ୍ବର FM ଛାତ୍ରୀ ଆତ୍ମାହୁତି ମାମଲାର ତଦନ୍ତରୁ ହଟିଲେ CAWର IG ଏସ୍. ସାଇନି, ସୂଚନା ଅନୁଯାୟୀ କ୍ରାଇମବ୍ରାଞ୍ଚ DGଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି, ଏବେ ତଦନ୍ତର ନୀରିକ୍ଷଣ କରିବେ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟ, ମାମଲାର ତଦନ୍ତକାରୀ ଅଧିକାରୀ ଇମନ କଲ୍ୟାଣ ନାୟକ ଏହି ଘଟଣାର ସମସ୍ତ ଅନୁସନ୍ଧାନ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟଙ୍କ ନିର୍ଦ୍ଦେଶ ଅନୁସାରେ କରିବେ ବୋଲି ଜଣାପଡ଼ିଛି, ତେବେ ବଡ଼ କଥା ହେଉଛି ଗତମାସରେ IG ସାଇନି ନିରପେକ୍ଷ ତଦନ୍ତ ହେବା ନେଇ ଦମ୍ଭୋକ୍ତି ପ୍ରକାଶ କରିଥିଲା ବେଳେ ଏବେ ମାମଲାରୁ ଅପସାରଣ ହେବା ଚର୍ଚ୍ଚାର ବିଷୟ ପାଲଟିଛି*

No comments:

Post a Comment

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...