Friday, August 1, 2025
୨୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ମହିଳା SI
କ୍ରାଇମବ୍ରାଞ୍ଚ ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ
*ସ୍ବତନ୍ତ୍ର OTET ପ୍ରଶ୍ନପତ୍ର ଲିକ୍ ମାମଲା...*
*କ୍ରାଇମବ୍ରାଞ୍ଚ ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ*
*- ପ୍ରଶ୍ନପତ୍ର ଲିକ୍ରେ ଶିକ୍ଷକଙ୍କ ସମ୍ପୃକ୍ତି ଅଛି: DIG*
*- ‘ଲିକ୍ ଘଟଣାରେ ଶିକ୍ଷକ ପ୍ରଶାନ୍ତ ଖମାରି ଗିରଫ’*
*- ‘୯୦ ହଜାର ଦେଇ ବିଜୟ ମିଶ୍ରଙ୍କ ଠାରୁ ପ୍ରଶ୍ନପତ୍ର ନେଇଥିଲେ’*
*- ‘ନିଜେ ପ୍ରଶ୍ନପତ୍ରକୁ ଓଡ଼ିଆରେ ଅନୁବାଦ କରିଥିଲେ’*
*- ‘ଅନେକ ଲୋକଙ୍କୁ ପ୍ରଶ୍ନପତ୍ର ବିକିଛନ୍ତି ଗିରଫ ଶିକ୍ଷକ’*
*- ‘ଉପସଭାପତିଙ୍କ ଲାପ୍ଟପରୁ ଲିକ୍ ନେଇ ଅନୁସନ୍ଧାନ ଚାଲିଛି’*
*- ‘ଲିକ୍ରେ ଅନେକ ଲକୋଙ୍କ ସମ୍ପୃକ୍ତି ରହିଛି’*
*- ‘ବୋର୍ଡ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜେରା କରାଯାଇଛି, ତଦନ୍ତ ପରିସରଭୁକ୍ତ’*
*- ‘ଗିରଫ ଶିକ୍ଷକ ଭବାନୀପାଟଣା ଭେଜିପଦର ୟୁପି ସ୍କୁଲର’*
ଆଜିଠାରୁ UPI ନିୟମରେ ପରିବର୍ତ୍ତନ.
*-ଆଜିଠାରୁ ଦେଶରେ UPI ନିୟମରେ ବଡ଼ ପରିବର୍ତ୍ତନ*
*-ଦେଣନେଣ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ନୂଆ ନିୟମ*
*-ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ପେମେଣ୍ଟ୍ କରିହେବ*
*-ଫିଙ୍ଗରପ୍ରିଣ୍ଟରେ ପେମେଣ୍ଟ୍ କରିପାରିବେ ବ୍ୟବହାରକାରୀ*
*-ମୁଖମଣ୍ଡଳର ଜରିଆରେ ମଧ୍ୟ ପେମେଣ୍ଟ୍ କରିପାରିବେ*
*-ଅତିରିକ୍ତ ବିକଳ୍ପ ଭାବେ ପିନ୍ ବ୍ୟବହାର କରିପାରିବେ*
Thursday, July 31, 2025
୫ ଆଇଏଏସ୍ଙ୍କୁ ଅତିରିକ୍ତ ଦାୟିତ୍ବ.
*- IAS ଅବୋଲି ସୁନିଲ ନର୍ଭାଣେଙ୍କୁ ଅତିରିକ୍ତ ଦାୟିତ୍ବ*
*- ନର୍ଭାଣେଙ୍କୁ OSICର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବ*
*- IAS ରେହାନଙ୍କୁ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ ଦାୟିତ୍ବ*
ପୁରୀ ଦଳାଚକଟା ରିପୋର୍ଟ ଦାଖଲ
*-ପୁରୀ ଦଳାଚକଟା ଘଟଣାର ରିପୋର୍ଟ ଦାଖଲ କଲେ ଉନ୍ନୟନ କମିଶନର*
*-ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉନ୍ନୟନ କମିଶନର ଅନୁ ଗର୍ଗ*
*-ମାସେ ଧରି ଚାଲିଥିଲା ତଦନ୍ତ; ୭୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା*
ମୋଦିଙ୍କ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ
*-ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ*
*-ସେପ୍ଟେମ୍ବର ୧୭ ତାରିଖରେ ମୋଦିଙ୍କ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ*
*-ଦିନକରେ ୭୫ ଲକ୍ଷ ଗଛ ଲଗାଇ ଓଡ଼ିଶାବାସୀଙ୍କ ପକ୍ଷରୁ ଦିଆଯିବ ଉପହାର*
*-ଏନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ*
*-'ଜୁନ୍ ୫ରୁ ସେପ୍ଟେମ୍ବର ୩୦ ଯାଏଁ ଏକ୍ ପେଡ୍ ମା'କେ ନାମ୍ର ୨ୟ ସଂସ୍କରଣ'*
*-'ଦ୍ବିତୀୟ ସଂସ୍କରଣରେ ସର୍ବନିମ୍ନ ୭.୫ କୋଟି ଚାରା ରୋପଣ ପାଇଁ ଲକ୍ଷ୍ୟ'*
*-'ଓଡ଼ିଶା ୬.୭୨ କୋଟି ଗଛ ଲଗାଇ ସାରା ଦେଶରେ ଚତୁର୍ଥ ସ୍ଥାନ ପାଇଛି'*
କିସ୍ତି ଦିଅ, ସ୍ତ୍ରୀକୁ ନିଅ: ଇଏମଆଇ ଦେଇନପାରିବାରୁ ପତ୍ନୀଙ୍କୁ ବନ୍ଧକ ରଖିଲେ ବ୍ୟାଙ୍କ କର୍ତ୍ତୃପକ୍ଷ
*ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାର ମୋନ୍ଥା ପୋଲିସ ଷ୍ଟେସନ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଘରୋଇ ବ୍ୟାଙ୍କର କର୍ମଚାରୀମାନେ ଋଣର କିସ୍ତି ନ ଦେବାରୁ ଜଣେ ମହିଳାଙ୍କୁ ଘଣ୍ଟା ଘଣ୍ଟା ଧରି ବ୍ୟାଙ୍କରେ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ସ୍ୱାମୀ ପୋଲିସକୁ ସୂଚନା ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ମୁକ୍ତ କରିଥିଲା।କର୍ମଚାରୀମାନେ ସ୍ପଷ୍ଟ ଭାବରେ କହିଥିଲେ ଯେ ସ୍ୱାମୀ ବକେୟା ଋଣ ରାଶି ଜମା ନ କରିବା ପର୍ଯ୍ୟନ୍ତ ମହିଳାଙ୍କୁ ମୁକ୍ତ କରାଯିବ ନାହିଁ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ବ୍ୟାଙ୍କ କର୍ମଚାରୀମାନେ ଭୟଭୀତ ହୋଇ ତୁରନ୍ତ ମହିଳାଙ୍କୁ ଛାଡି ଦେଇଥିଲେ । ପୋଲିସର ପଚରାଉଚରା ସମୟରେ ବ୍ୟାଙ୍କ କର୍ମଚାରୀମାନେ ଦାବି କରିଥିଲେ ଯେ ମହିଳା ନିଜେ ବ୍ୟାଙ୍କରେ ବସିଥିଲେ ଏବଂ ତାଙ୍କ ସ୍ୱାମୀ କିସ୍ତି ରାଶି ନେବାକୁ ଯାଇଥିଲେ। ତେବେ ମହିଳା ଅଭିଯୋଗ କରିଛନ୍ତି ଯେ ସେ ବ୍ୟାଙ୍କରୁ ୪୦୦୦୦ ଟଙ୍କା ବ୍ୟକ୍ତିଗତ ଋଣ ନେଇଥିଲେ, ଯାହାର ମାସିକ କିସ୍ତି ୨୧୨୦ ଟଙ୍କା ଥିଲା।*
Subscribe to:
Comments (Atom)
5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...
-
*-କୋରାପୁଟ: ଟ୍ରକ୍ ସହ ଧକ୍କା ପରେ ଜଳିଗଲା ବାଇକ୍; ବାପପୁଅ ମୃତ* *-ସଦର ଥାନା ପଡ଼ାଗଡ଼ ସେବାଶ୍ରମ ନିକଟ ଏନ୍ଏଚ୍ ୩୨୬ରେ ଦୁର୍ଘଟଣା* *-କାଉଡ଼ିଆଙ୍କ...