Friday, August 1, 2025

କ୍ରାଇମବ୍ରାଞ୍ଚ ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ

*ସ୍ବତନ୍ତ୍ର OTET ପ୍ରଶ୍ନପତ୍ର ଲିକ୍‌ ମାମଲା...*

*କ୍ରାଇମବ୍ରାଞ୍ଚ ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ*

*- ପ୍ରଶ୍ନପତ୍ର ଲିକ୍‌ରେ ଶିକ୍ଷକଙ୍କ ସମ୍ପୃକ୍ତି ଅଛି: DIG*
*- ‘ଲିକ୍‌ ଘଟଣାରେ ଶିକ୍ଷକ ପ୍ରଶାନ୍ତ ଖମାରି ଗିରଫ’*
*- ‘୯୦ ହଜାର ଦେଇ ବିଜୟ ମିଶ୍ରଙ୍କ ଠାରୁ ପ୍ରଶ୍ନପତ୍ର ନେଇଥିଲେ’*
*- ‘ନିଜେ ପ୍ରଶ୍ନପତ୍ରକୁ ଓଡ଼ିଆରେ ଅନୁବାଦ କରିଥିଲେ’*
*- ‘ଅନେକ ଲୋକଙ୍କୁ ପ୍ରଶ୍ନପତ୍ର ବିକିଛନ୍ତି ଗିରଫ ଶିକ୍ଷକ’*
*- ‘ଉପସଭାପତିଙ୍କ ଲାପ୍‌ଟପରୁ ଲିକ୍‌ ନେଇ ଅନୁସନ୍ଧାନ ଚାଲିଛି’*
*- ‘ଲିକ୍‌ରେ ଅନେକ ଲକୋଙ୍କ ସମ୍ପୃକ୍ତି ରହିଛି’*
*- ‘ବୋର୍ଡ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜେରା କରାଯାଇଛି, ତଦନ୍ତ ପରିସରଭୁକ୍ତ’*
*- ‘ଗିରଫ ଶିକ୍ଷକ ଭବାନୀପାଟଣା ଭେଜିପଦର ୟୁପି ସ୍କୁଲର’*

No comments:

Post a Comment

ଭାରତ ମହିଳା ବିଶ୍ବକପ ଚାଂପିଅନ୍.

*-ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍* *-ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ* *-ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ...