Sunday, August 3, 2025

MVI ଗୋଲାପଙ୍କର ୪୪ ପ୍ଲଟ କେଜିଏ ସୁନା



*-ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଂସଦାଙ୍କ ବଢୁଛି ସମ୍ପତ୍ତି ତାଲିକା*
*-୪୪ ପ୍ଲଟ୍ ସହ ୩୩୦୦ ବର୍ଗଫୁଟର ଗୋଟିଏ ବହୁତଳ କୋଠା ଠାବ*
*-୨ଟି ସୁନା ବିସ୍କୁଟ୍‌ ସହ ୧ କେଜିର ସୁନା ଗହଣା ଠାବ*
*-୨ କେଜିରୁ ଅଧିକ ରୁପା, ୨ ଲକ୍ଷ ୩୮ ହଜାର ନଗଦ ଟଙ୍କା*
*-୧ କୋଟି ୩୪ ଲକ୍ଷର ବ୍ୟାଙ୍କ, ପୋଷ୍ଟାଲ, ବୀମା ଠାବ*
*-ଝିଅର ମେଡିକାଲ ପଢ଼ା ପାଇଁ ଖର୍ଚ୍ଚ କରିଛନ୍ତି ୪୦ ଲକ୍ଷ*
*-ଗୋଟିଏ ଚାରି ଚକିଆ, ୩ଟି ଦୁଇ ଚକିଆ ଯାନ ମଧ୍ୟ ମିଳିଛି*
*-୧୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଘରକରଣା ସାମଗ୍ରୀ ମଧ୍ୟ ମିଳିଛି*

No comments:

Post a Comment

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...