Thursday, March 21, 2024

ଟ୍ରେନ ଯାତ୍ରା ସମୟରେ ଟିକେଟ ନଥିଲେ କ୍ୟୁଆର୍‌ କୋଡ୍‌ରେ ଜରିମାନା ଆଦାୟ କରାଯିବ

ଯଦି ଯାତ୍ରୀ ବିନା ଟିକେଟ୍‌ରେ ଯାତ୍ରା କରୁଥାଆନ୍ତି ତେବେ ତାଙ୍କ ଠାରୁ କ୍ୟୁଆର୍‌ କୋଡ୍‌ରେ ଜରିମାନା ଆଦାୟ କରାଯିବ । ଯାତ୍ରା କରିବା ସମୟରେ ବିନା ଟିକେଟରେ ଧରା ପଡିଲେ ନଗଦ ଟଙ୍କା ନଥିଲେ ଅନ୍‌ଲାଇନ୍‌ ଜରିମାନା ଦେବେ । ଏଥିପାଇଁ ରେଳ ବିଭାଗ ତାଙ୍କ କର୍ମଚାରୀମାନଙ୍କୁ ଟର୍ମିନାଲ ମେସିନ୍‌ ପ୍ରଦାନ କରିବ ।
ଏଥିପାଇଁ ଯାତ୍ରୀଙ୍କୁ ନିଜ ମୋବାଇଲ୍‌ରେ କ୍ୟୁଆର୍‌ କୋଡ୍‌ ସ୍କାନ କରି ଜରିମାନା ଦେବା ପାଇଁ ପଡିବ । ତେବେ ଅନ୍‌ଲାଇନ୍‌ ପେମେଣ୍ଟ ଯୋଗୁଁ ବିଭିନ୍ନ ପ୍ରକାରର ଦୁର୍ନୀତିକୁ ରୋକାଯାଇ ପାରିବ । ଜରିମାନା ଦେଉଥିୂବା ଯାତ୍ରୀମାନେ ମଧ୍ୟ ସହଜରେ ଜୋରିମାନା ଦେଇ ପାରିବେ ।

No comments:

Post a Comment

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...