ବାରମ୍ବାର ଅଭିଯୋଗ କଲା ସତେ ବି କର୍ଣ ପାତ ହେଉନାହିଁ ସରକାର ଙ୍କୁ
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତ ମାଝୀ ଗାଁ l ଏହି ଗାଁ ର ଲୋକମାନେ ସରକାର ପାଖେ ଅନେକ ଥର ଲିଖିତ ଭାବେ ଅଭିଯୋଗ କଲେ ମଧ୍ୟ କେହି ବି ଏହାର ପଦକ୍ଷେପ ନେଉ ନାହାନ୍ତି l ଏହି ରାସ୍ତା ରେ ମାଝୀ ଗାଁ, ସେର୍ଗା ପାଏ, ଶୁଙ୍ଗେର ଗଡ଼, ମୁରଲୀ ମୁହିଁ, ଏହି ସବୁ ଗ୍ରାମ ବାସୀ ଏହି ରାସ୍ତା ଉପରେ ନିର୍ଭର ଯାହା ଫଳ ରେ ଲଗାଣ ବର୍ଷା ହେଲେ ଦୁଇ ଚକିଆ ଯାନ ଠୁ ଚାରି ଚକିଆ ଯାନ ଠବ l
ଏହି ମସାଣି ଝୋଲା ର ଏହି ଦୃଶ୍ୟ ଦେଖନ୍ତୁ, ଏହାରି ଫଳ ରେ ବର୍ଷା ଦିନ ସମ୍ପୂର୍ଣ ଆମ୍ବୁଲାନ୍ସ ସେବା ବନ୍ଦ କହିଲେ ଭୁଲ ହେବ ନାହିଁ l ଏହି ମସାଣି ଝୋଳ ରେ କାମ ପାସ ହୋଇଥିଲେ ବି କାର୍ଯ୍ୟ କରୁନାହାନ୍ତି, ଏହା ସବୁ ପ୍ରଶାସନ ଆଖିକୁ ଦେଖା ଯାଉ ନାହିଁ
PMJ NEWS ODISHA