ବୋଲେରୋ ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ ମିଳିଥିବା ସୂଚନା ଅନୁସାରେ ବୌଦ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ବନ୍ଧ ପାଲି ଗ୍ରାମର ସତ୍ୟନାରାୟଣ ଶାଣ୍ଢ କୌଣସି କାମରେ ଖଲିଆ ପାଲି ଆଡ଼ୁ ଆସୁଥିଲେ କିନ୍ତୁ 41ନମ୍ବର ରାଜ୍ୟ ରାଜପଥ ର,ଗିରିଗୋବର୍ଧନ ମନ୍ଦୀର ସମ୍ମୁଖରେ ଏକ ବୋଲେରୋ ଧକ୍କା ଦେବା ଫଳରେ ସାଇକେଲ ଆରୋହୀ ଙ୍କ ମୃତ ହୋଇଛିମୃତ ଜଣକ ହେଲେ ବନ୍ଧ ପାଲି ଗ୍ରାମର ସତ୍ୟନାରାୟଣ ଶାଣ୍ଡ ବୋଲି ଜଣାପଡିଛି ।ଖବର ପାଇ କଣ୍ଟାମାଲ ଅତିରିକ୍ତତସିଲଦାର ଧନଞ୍ଜୟ ସାହୁ ଓକଣ୍ଟାମାଳ ଆଇଆଇସି ଭାବାନନ୍ଦ ପ୍ରଧାନ ମୃତ ଶରୀରକୁ ଉଦ୍ଧାର କରିଥିଲେ ଏବଂ ସଙ୍ଗେସଙ୍ଗେ କଣ୍ଟାମାଳଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଗ୍ରାମ ବାସୀ ଙ୍କୁ ଖବର ଦେଇ ଥିଲେ, ହେଲେ ତାଙ୍କ ପରିବାର ଓ ଗ୍ରାମ ବାସୀ ଲୋକ ଆସି ମେଡିକାଲ ସମ୍ମୁଖରେ ଟାୟାର ଜାଲିଦିନ 2 ଘଣ୍ଟାସମୟରୁରାତି 9ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ଥିଲେ, ଯାହାଫଳରେରାସ୍ତା ର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟା ରେ ଜାନ ବାହନ ଅଟକି ରହିଥିଲା, ଯାହା ଫଳରେ ଲୋକଙ୍କ ଜିବାଆସିବାରେ ବାଧା ସୃଷ୍ଟି ହୋଇଥିଲା, କଣ୍ଟାମାଳ ଓ ଘଣ୍ଟା ପଡା ପୋଲିସ ପକ୍ଷରୁ ଲୋକଙ୍କୁ ବୁଝାଇ ଏହାର ତଦନ୍ତ କରିବୁ ଏବଂ ଦୃ ଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଣ୍ଟାମାଳ ଆଇଆଇସି ଭାବlନନ୍ଦପ୍ରଧାନ ସୂଚନା ଦେଇଛନ୍ତି, ଯାହା ଫଳରେ ରାସ୍ତା ଅବରୋଧ ହଟାଇବା ରେ ଯାନବାହାନାଯାତାୟାତ କରିବାରେ ସଫଳ ହୋଇଥିଲା
Subscribe to:
Comments (Atom)
ଭାରତ ମହିଳା ବିଶ୍ବକପ ଚାଂପିଅନ୍.
*-ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍* *-ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ* *-ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ...
-
ବୌଦ୍ଧ-21/01-ନାମଯଜ୍ଞ ମଣ୍ଡପ ପୁରୀ ମନ୍ଦିର ଭଳି ନିର୍ମିତ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...