ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେହେରଙ୍କ ସଭାପତିତ୍ୟରେ ଅନୁଷ୍ଠିତ
PMJ NEWS ODISHA
PMJ NEWS ODISA. News and publicity. Social Media news
Thursday, December 18, 2025
Tuesday, December 9, 2025
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍...
*-ଓଡ଼ିଶା ସରକାରୀ କର୍ମଚାରୀଙ୍କ ଧର୍ମଘଟ ପ୍ରସଙ୍ଗ*
*-ଜବାବ ତଲବ କଲେ ହାଇକୋର୍ଟ, ୧ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି*
*-ରାଜ୍ୟ ସରକାରଙ୍କ ସହ ଓଏଏସ ଓ ରାଜ୍ୟ ଅମଲା ସଂଘକୁ କୋର୍ଟଙ୍କ ନୋଟିସ୍*
*-ସରକାରୀ କର୍ମଚାରୀ ଧର୍ମଘଟ ବାରଣ ପାଇଁ ଦାୟର ହୋଇଛି ମାମଲା*
Thursday, December 4, 2025
ସରକାରଙ୍କ ପ୍ରଚାର ପାଇଁ ୮୩ କୋଟି ଖର୍ଚ୍ଚ.
*-ପ୍ରଚାର ପ୍ରସାର ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୮୩ କୋଟି ୮୪ ଲକ୍ଷ ଟଙ୍କା*
*-ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର*
*-'୨୦୨୪ ଜୁଲାଇରୁ ଏଯାବତ୍ ୮୩ କୋଟି ୮୪ ଲକ୍ଷ ୮୧ ହଜାର ଟଙ୍କା ଖର୍ଚ୍ଚ'*
*-'ବିଜ୍ଞାପନ ପାଇଁ ଖବର କାଗଜରେ ସର୍ବାଧିକ ୬୯ କୋଟି ୭୮ ଲକ୍ଷ ଖର୍ଚ୍ଚ'*
*-'ଟିଭି ଚ୍ୟାନେଲରେ ୯ କୋଟି ୩୫ ଲକ୍ଷ ୬୩ ହଜାର ଟଙ୍କା ଖର୍ଚ୍ଚ'*
*-ରେଡିଓ ଚ୍ୟାନେଲେର ୨.୧୪ କୋଟି, ୱେବ୍ ଚ୍ୟାନେଲରେ ୧.୮୭ କୋଟି ଖର୍ଚ୍ଚ'*
*-'ହୋଡିଂ ବାବଦରେ ୩୯ ଲକ୍ଷ ୩୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି'*
*'-କମ୍ୟୁନିଟି ରେଡିଓରେ ୧୨ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି'*
Tuesday, December 2, 2025
Former Minister ଇଂ pmj news odisha
#ନବ_ନିର୍ବାଚିତ_ନେତୃତ୍ୱକୁ_ଦାନଗଦି_BJD_ରସମ୍ମାନ💐💐
Former Minister Eng. in the felicitation meeting organized at the Dangadi block BJD office. Preetiranjan Ghadai, newly elected block president of Biju Janata Dal Mr. Gopal Krishna Barik and honored his friends selected as zone level advisor.
Mr. Barik and his advisors' strong leadership, dedication to the organization, and unbreakable commitment to public service will make the development journey of Danagadi more dynamic and strong.
Sunday, November 30, 2025
ଖୋଲିବନି ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ୍.
*-ରାଜ୍ୟରେ ଖୋଲିବନି ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ୍*
*-ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର*
*-ପୂର୍ବ ସରକାର ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲ୍କୁ ବନ୍ଦ କରିଥିଲେ*
*-ଆମ ସରକାର ସେଭଳି ୪୬ଟି ସ୍କୁଲକୁ ଖୋଲି ସାରିଲେଣି*
*-ଜିଲ୍ଲାସ୍ତରୀୟ କମିଟିରୁ ନିବେଦନ ଆସିବା ପରେ ବିଚାର କରି ଖୋଲାଯାଉଛି*
Thursday, November 27, 2025
ଶିକ୍ଷକ ବଦଳି: ରାଜ୍ୟ ସରକାରଙ୍କୁ ଝଟ୍କା..
*-ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଝଟ୍କା*
*-ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ*
*-୧୫ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସାଂସଦ, ବିଧାୟକଙ୍କୁ ଦେଇଥିଲେ କ୍ଷମତା*
*-ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନାପସନ୍ଦ*
Wednesday, November 26, 2025
ଆଜି ନଭେମ୍ବର ୨୬ ସମ୍ବିଧାନ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
୧୯୪୯ ମସିହା ଆଜିର ଦିନରେ ଭାରତୀୟ ସମ୍ବିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା। ଏହି ଶୁଭ ଅବସରରେ, ଆସନ୍ତୁ ଆମ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଜଣାଇ ରାଷ୍ଟ୍ର ଗଠନ ଦିଗରେ ନିଜର ଦାୟିତ୍ୱ ପାଳନ କରିବା ଓ
ମା ଭାରତୀର ସେବାରେ ନିଜକୁ ସମର୍ପଣ କରିବା ପାଇଁ ସଂକଳ୍ପ ନେବା।
ଭୁବନେଶ୍ୱରରେ ପହଞ୍ଚିଲେ ଶୁଭାଂଶୁ ଶୁକ୍ଳା..
*- ଭୁବନେଶ୍ୱରରେ ପହଞ୍ଚିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା*
*- ଆସନ୍ତାକାଲି ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବେ ଶୁଭାଂଶୁ*
*- ଓଡିଶା ଆସି ମୁଁ ବହୁତ ଖୁସି, ପୂର୍ବରୁ ଓଡିଶା ଆସିଥିଲି: ଶୁଭାଂଶୁ*
*- ଓଡିଶାର ଛାତ୍ରଛାତ୍ରୀ ପାଠ ପଢି ମହାକାଶ ବିଜ୍ଞାନରେ ଆଗକୁ ଯାଆନ୍ତୁ*
Monday, November 24, 2025
ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ.
*-ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ*
*-ଧର୍ମେନ୍ଦ୍ରଙ୍କ ପରଲୋକ ନେଇ ANI ପକ୍ଷରୁ ସୂଚନା*
*-୮୯ ବର୍ଷ ବୟସରେ ମୁମ୍ବାଇ ଘରେ ଆଖି ବୁଜିଲେ ଧର୍ମେନ୍ଦ୍ର*
*-୬ ଦଶନ୍ଧିର ଫିଲ୍ମ କ୍ୟାରିଅର, ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ଅଭିନୟ*
*-ହିନ୍ଦୀ ସିନେମାର ହି-ମ୍ୟାନ୍ ଭାବେ ପରିଚିତ*
*-ସୋଲେ, ଚୁପ୍କେ ଚୁପ୍କେ, ସତ୍ୟକାମ, ଗୁଲାମୀ ଭଳି ଫିଲ୍ମରେ କରି ଥିଲେ ଅଭିନୟ*
Saturday, November 22, 2025
ହାଇୱାକୁ ପିଟିଲା ବୌଦ୍ଧର ୧୦୮ ଆମ୍ବୁଲାନ୍ସ ୨ ଜଣ ଗୁରୁତର ଆହତ.
-ବୌଦ୍ଧରୁ ରୋଗୀ ନେଇ ବୁର୍ଲା ଡ଼ାକ୍ତରଖାନା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଲା
-ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଘଟିଛି ଏହି ଦୁର୍ଘଟଣା
-ରାସ୍ତାପାର୍ଶ୍ବରେ ଛିଡ଼ା ଥିବା ହାଇୱାକୁ ପିଟିଲା ୧୦୮ ଆମ୍ବୁଲାନ୍ସ
-୨ ଜଣ ଗୁରୁତର ଆହତ
Wednesday, November 19, 2025
ବିଜେପିର ରାଜ୍ୟସଭା ମିଶନ୍.
*-ନୂଆପଡ଼ା ପରେ ବିଜେପିର ରାଜ୍ୟସଭା ମିଶନ ନେଇ ବଡ଼ ବୟାନ*
*-ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ନେଇ ସୁଜିତ କୁମାରଙ୍କ ବୟାନ*
*-ଆସନ୍ତା ବର୍ଷ ଖାଲି ହେବାକୁ ଥିବା ଆସନରୁ ବିଜେପି ୨, ବିଜେଡିକୁ ଗୋଟିଏ*
*-ଆଉ ଗୋଟିଏ ସିଟ୍କୁ ନେଇ ସଂଖ୍ୟା ଦ୍ବନ୍ଦ୍ବ, ବିଜେପିକୁ ଯିବା ଦରକାର*
*-ସୁଜିତ କୁମାର, ମମତା ମହନ୍ତ, ନିରଞ୍ଜନ ବିଶି, ମୁନା ଖାନ୍ଙ୍କ କାର୍ଯ୍ୟକାଳ ସରିବ*
Subscribe to:
Comments (Atom)
5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...
-
*-କୋରାପୁଟ: ଟ୍ରକ୍ ସହ ଧକ୍କା ପରେ ଜଳିଗଲା ବାଇକ୍; ବାପପୁଅ ମୃତ* *-ସଦର ଥାନା ପଡ଼ାଗଡ଼ ସେବାଶ୍ରମ ନିକଟ ଏନ୍ଏଚ୍ ୩୨୬ରେ ଦୁର୍ଘଟଣା* *-କାଉଡ଼ିଆଙ୍କ...